ସମ୍ଭାବ୍ୟ ବାତ୍ୟା: ୭ ଜିଲ୍ଲାରେ ଛୁଟି ବାତିଲ୍‌

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ବାଲେଶ୍ୱରରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ୍ କରାଯାଇଛି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ବାଲେଶ୍ୱର ଜିଲ୍ଲାପାଳ। ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ୍ କରିବା ସହ ମୁଖ୍ୟାଳୟ ଛାଡିବା ଉପରେ କଟକଣା ଲଗାଯାଇଛି। ଏହା ସହ କେନ୍ଦ୍ରପଡା ଜିଲ୍ଲାରେ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡିବା ମନା କରାଯାଇଛି। ମାଲକାନଗିରିରେ ୨୭ରୁ ୩୦ ପର୍ଯ୍ୟନ୍ତ ଛୁଟି … Continue reading ସମ୍ଭାବ୍ୟ ବାତ୍ୟା: ୭ ଜିଲ୍ଲାରେ ଛୁଟି ବାତିଲ୍‌