31.1 C
Bhubaneswar
Friday, March 29, 2024
Homeଓଡିଶା୧୯ ଜିଲ୍ଲାକୁ ସତର୍କ ସୂଚନା

୧୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ୧୯ ଜିଲ୍ଲାରେ ବର୍ଷା, ବିଜୁଳି ଘଡଘଡି ନେଇ ଆସନ୍ତା ୧୩ ତରିଖ ଯାଏଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ସେହି ଜିଲ୍ଲାଗୁଡିକ ହେଲା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡା, କନ୍ଧମାଳ, କେନ୍ଦୁଝର, ମୟୁରଭଂଜ, ସୁନ୍ଦରଗଡ, ନବରଙ୍ଗପୁର ଜିଲ୍ଲା । ଗତ କିଛି ଦିନ ଧରି ପ୍ରବଳ ମାତ୍ରାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଥିବା ବେଳେ ଏବେ ୩/ ୪ ଦିନ ହେବ ତାପମାତ୍ରା କମିବା ସହ ବର୍ଷା ହେଉଛି । ଯାହା ଫଳରେ ରାଜ୍ୟବାସୀ ଆଶ୍ୱସ୍ତି ଲାଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking