43 C
Bhubaneswar
Tuesday, April 16, 2024
Homeଓଡିଶା୧୦ ଜିଲ୍ଲାରେ ସଂକ୍ରମଣ କମୁଛି

୧୦ ଜିଲ୍ଲାରେ ସଂକ୍ରମଣ କମୁଛି

ଭୁବନେଶ୍ୱର: ରାଜ୍ୟର ୧୦ ଜିଲ୍ଲାରେ ସଂକ୍ରମଣ ସ୍ଥିର ଅଛି ବା କମିବାରେ ଲାଗିଛି । ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ୧୦ ଦିନ ହେଲା ଲକ୍ ଡାଉନ୍ ରେ ଅଛୁ । ୧୦ ଟି ଜିଲ୍ଲାରେ ସଂକ୍ରମଣ କମିଛି । ୧୦ ଜିଲ୍ଲାରେ ପଜିଟିଭିଟି ସ୍ଥିର ଅଛି ବା କମିବାରେ ଲାଗିଛି । ବିଶେଷ କରି ଆରମ୍ଭରୁ ଅଧିକ ପ୍ରଭାବିତ ଥିବ ପଶ୍ଚିମ ଓଡ଼ିଶାରେ କମୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking