40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମୋଦୀଙ୍କ ଟିମରେ କାହାକୁ ମିଳିଲା କେଉଁ ବିଭାଗ

ମୋଦୀଙ୍କ ଟିମରେ କାହାକୁ ମିଳିଲା କେଉଁ ବିଭାଗ

ମନ୍ତ୍ରୀ ବିଭାଗ

ନାରାୟଣ ରାଣେ – ମାଇକ୍ରୋ, ସ୍ମଲ, ମିଡିୟମ ଏଣ୍ଟରପ୍ରାଇଜେସ୍‌

ସର୍ବାନନ୍ଦ ସୋନୋୱାଲ – ବନ୍ଦର, ଜାହାଜ ଚଳାଚଳ, ଜଳପଥ ଓ ଆୟୁଷ

ବୀରେନ୍ଦ୍ର କୁମାର – ସାମାଜିକ ନ୍ୟାୟ ଓ ସଶକ୍ତିକରଣ

ଜ୍ୟୋତିରାଦିତ୍ୟ ସିନ୍ଧିଆ – ବେସାମରିକ ବିମାନ ଚଳାଚଳ

ରାମଚନ୍ଦ୍ର ପ୍ରସାଦ ସିଂହ – ଇସ୍ପାତ

ଅଶ୍ୱିନୀ ବୈଷ୍ଣବ – ରେଳବାଇ, ଆଇଟି ଓ ଯୋଗାଯୋଗ

ପଶୁପତି କୁମାର ପାରସ – ଖାଦ୍ୟ ପ୍ରକ୍ରିୟାକରଣ

କିରଣ ରିଜିଜୁ – ଆଇନ ଓ ନ୍ୟାୟ

ରାଜକୁମାର ସିଂହ -ଶକ୍ତି, ନୂଆ ଓ ଅକ୍ଷୟ ଶକ୍ତି

ହରଦୀପ ସିଂହ ପୁରି -ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ହାଉସିଂ, ସହରାଞ୍ଚଳ ବିକାଶ

ମନ୍‌ସୁୁଖ ମାଣ୍ଡ୍‌ଭିୟା – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ

ଭୂପେନ୍ଦ୍ର ଯାଦବ – ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ଶ୍ରମ ଓ ନିଯୁକ୍ତି

ପୁରୁଷୋତ୍ତମ ରୁପାଲା -ମତ୍ସ୍ୟ, ପଶୁପାଳନ

ଜି.କିଶାନ ରେଡ୍ଡି – ସଂସ୍କୃତି, ପର୍ଯ୍ୟଟନ ଉତ୍ତର-ପୂର୍ବାଞ୍ଚଳ ବିକାଶ

ଅନୁରାଗ ଠାକୁର – ସୂଚନା ପ୍ରସାରଣ, କ୍ରୀଡା ଓ ଯୁବ ବ୍ୟାପାର

 

ରାଷ୍ଟ୍ରମନ୍ତ୍ରୀ:

ପଙ୍କଜ ଚୌଧୁରୀ-ଅର୍ଥ

ଅନୁପ୍ରିୟା ପଟେଲ-ବାଣିଜ୍ୟ, ଶିଳ୍ପ

ସତ୍ୟପାଲ ସିଂହ ଭାଗେଲ-ଆଇନ ଓ ନ୍ୟାୟ

ରାଜୀବ ଚନ୍ଦ୍ରଶେଖର-ଦକ୍ଷତା ବିକାଶ, ଶିଳ୍ପୋଦ୍ୟୋଗ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି

ଶୋଭା କରନ୍‌ଦାଲ୍‌ଜେ-କୃଷି ଓ କୃଷକ କଲ୍ୟାଣ

ଭାନୁପ୍ରତାପ ସିଂହ ବର୍ମା-ଏମ୍‌ଏସ୍‌ଏମ୍‌ଇ

ଦର୍ଶନା ବିକ୍ରମ ଜାର୍ଦୋସ-ବୟନଶିଳ୍ପ, ରେଳବାଇ

ମୀନାକ୍ଷୀ ଲେଖି-ବୈଦେଶିକ ବ୍ୟାପାର, ସଂସ୍କୃତି

ଅନ୍ନପୂର୍ଣ୍ଣା ଦେବୀ-ଶିକ୍ଷା

ଏ.ନାରାୟଣସ୍ୱାମୀ-ସାମାଜିକ ନ୍ୟାୟ ଓ ସଶକ୍ତିକରଣ

କୌଶଲ କିଶୋର-ଗୃହ ଓ ସହରାଞ୍ଚଳ ବିକାଶ

ଅଜୟ ଭଟ୍ଟ – ପ୍ରତିରକ୍ଷା, ପର୍ଯ୍ୟଟନ

ବି.ଏଲ.ବର୍ମା – ଉତ୍ତର-ପୂର୍ବାଞ୍ଚଳ ବିକାଶ, ସମବାୟ

ଅଜୟ କୁମାର – ଗୃହ

ଚୌହ୍ୱାନ ଦେବୁସିଂହ-ଯୋଗାଯୋଗ

ଭଗୱନ୍ତ ଖୁବା- ନୂଆ ଓ ଅକ୍ଷୟ ଶକ୍ତି, ସାର ଓ ରସାୟନ

କପିଲ ମୋରେଶ୍ୱର ପାଟିଲ-ପଞ୍ଚାୟତିରାଜ

ପ୍ରତିମା ଭୌମିକ-ସାମାଜିକ ନ୍ୟାୟ ସଶକ୍ତିକରଣ

ସୁଭାଷ ସରକାର-ଶିକ୍ଷା

ଭଗବତ୍ କିଷନରାଓ କରଡ୍‌-ଅର୍ଥ

ରାଜକୁମାର ରଞ୍ଜନ ସିଂହ-ବୈଦେଶିକ ବ୍ୟାପାର ଓ ଶିକ୍ଷା

ଭାରତୀ ପ୍ରବୀଣ ପୱାର-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ବିଶ୍ୱେଶ୍ୱର ଟୁଡୁ-ଆଦିବାସୀ ବ୍ୟାପାର, ଜଳଶକ୍ତି

ଶାନ୍ତନୁ ଠାକୁର-ବନ୍ଦର, ଜାହାଜ ଚଳାଚଳ ଓ ଜଳଶକ୍ତି

ମୁଞ୍ଜାପରା ମହେନ୍ଦ୍ରଭାଇ-ମହିଳା ଓ ଶିଶୁକଲ୍ୟାଣ, ଆୟୁଷ

ଜନ୍ ବାର୍ଲା-ସଂଖ୍ୟାଲଘୁ ବ୍ୟାପାର

ଡଃ ଏଲ.ମୁରୁଗାନ-ମତ୍ସ୍ୟ, ପଶୁପାଳନ, ସୂଚନା ଓ ପ୍ରସାରଣ

ନୀଶିଥ୍ ପ୍ରମାଣିକ-ଗୃହ, କ୍ରୀଡା ଓ ଯୁବ ବ୍ୟାପାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking