31.1 C
Bhubaneswar
Friday, March 29, 2024
Homeଏକ୍ସକ୍ଲୁସିଭ୍କେନ୍ଦ୍ରାପଡା : ଜଣେ ଦିନ ମଜୁରିଆ ଗରିବ ଓ ଅସହାୟ ଲୋକର ମେରୁଦଣ୍ଡ

କେନ୍ଦ୍ରାପଡା : ଜଣେ ଦିନ ମଜୁରିଆ ଗରିବ ଓ ଅସହାୟ ଲୋକର ମେରୁଦଣ୍ଡ

ମେରୁଦଣ୍ଡ ଅସ୍ତ୍ରୋପଚାର ପାଇଁ ସହାୟତା ନିଵେଦନ
କେନ୍ଦ୍ରାପଡା ଜଣେ ଦିନମଜୁରିଆ ଗରିବ ଓ ଅସହାୟ ଲୋକ ମେରୁଦଣ୍ଡ ଅସ୍ତ୍ରୋପଚାର ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଅତିରିକ୍ତ ଜିଲାପାଳ ଙ୍କ ନିକଟରେ ନିବେଦନ କରିଛନ୍ତି ।ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଳିପାଳ ପଞ୍ଚାୟତ ଗୋପାଳପୁର ଗ୍ରାମ ସବେଶ୍ୱର ଜଣେ ଦିନ ମଜୁରିଆ ଶ୍ରେଣୀର ଲୋକ ।ତାଙ୍କର ୨ଟି ହାତ ଓ ଗୋଡ ଅଚଳ ହୋଇଯିବାରୁ ତାଙ୍କୁ ଗ୍ରାମଵାସୀ ଡାକ୍ତରଖାନା ନେଇଜାଇଥିଲେ ସେଠାରେ ତାଙ୍କର ପରିକ୍ଷା ନିରିକ୍ଷା କରାଜିବା ପରେ ମେରୁଦଣ୍ଡ ଜରୁରୀ ଅସ୍ତ୍ରୋପଚାର କରାଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ।ଏହି ଅସ୍ତ୍ରୋପଚାର ପାଇଁ ପ୍ରାୟ ୨ଲକ୍ଷ୍ୟ ଟଙ୍କା ଵ୍ୟୟ ହେବ ଵୋଲି ତାଙ୍କୁ ଡାକ୍ତରଖାନା ପକ୍ଷରୁ ଦେଇଥିମେରୁଦଣ୍ଡ ଅସ୍ତ୍ରୋପଚାର ପାଇଁ ସହାୟତା ନିବେଦନ

କେନ୍ଦ୍ରାପଡା : ଜଣେ ଦିନ ମଜୁରିଆ ଗରିବ ଓ ଅସହାୟ ଲୋକର ମେରୁଦଣ୍ଡ ଅସ୍ତ୍ରୋପଚାର ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଅତିରିକ୍ତ ଜିଲାପାଳ ଙ୍କ ନିକଟରେ ନିବେଦନ କରାଯାଇଛି ପଟ୍ଟାମୁଣ୍ଡା ବ୍ଳକ ଅନ୍ତର୍ଗତ ତରଡିପାଳ ପଞ୍ଚାୟତର ଗୋପାଳପରୁ ପଞ୍ଚାୟତ ସଵେଶ୍ୱର ବାରିକଙ୍କ ଜଣେ ଦିନ ମଜୁରିଆ ଶ୍ରେଣିର ଲୋକ ତାଙ୍କର ହଠାତ ୨ଟି ହାତ ଓ ଗୋଡ ଅଚଳ ହୋଇଯିବାରାଜ୍ୟରୁ ତାଙ୍କୁ ଗ୍ରାମବାସୀ ଡାକ୍ତର ଖାନା ନେଇ ଯାଇଥିଲେ ସେଠାରେ ତାଙ୍କର ପରୀକ୍ଷା ନିରିକ୍ଷା କରାଯିବା ପାଇଁ ଡାକ୍ତର ପରାମର୍ଶ ହେଇଥିଲେ । ଏହି ଅସ୍ତ୍ରୋପଚାର ପାଇଁ ପ୍ରାୟ ୨ଲକ୍ଷ୍ୟ ଟଙ୍କା ଵ୍ୟୟ ହେଵା ଵୋଲି ତାଙ୍କ ଡାକ୍ତର ଖାନା ପକ୍ଷରୁ ସୂଚନା ଦିଆଯାଇଥିଲା । ସବେଶ୍ୱର ଜଣେ ଭୂମିହିନ ଵ୍ୟକ୍ତି ହୋଇଥିବାରୁ ତାଙ୍କ ପାଖରେ ଅସ୍ତ୍ରୋପଚାର ଆବଶ୍ୟକ ଅଥ ନାହିଁ ତେଣୁ ତାଙ୍କ ଅସ୍ତ୍ରୋପଚାର ପାଇଁ ସହାୟତା କରିବାକୁସେ ସେ ଅତିରିକ୍ତ ଜିଲାପାଳ ( ବସନ୍ତ ରାଉତ )ଭେଟି ନିବେଦନ କରିଛନ୍ତି ଅତିରିକ୍ତ ବସନ୍ତ ରାଉତ ଶ୍ରୀ ଜରୁରୀ ବିଭାଗକୁ ଏସମ୍ଫକରେ ଆବଶ୍ୟକ ପଦେକ୍ଷେପ ନେବାକୁ ନିଦେଶ ଦେଇଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking