ମୃତଦେହ ବାବଦରେ ପୋଲିସ ନିଷ୍ପତ୍ତି ନେବ : ହାଇଟେକ୍ ସିଇଓ

ଭୁବନେଶ୍ୱର : ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ହାଇଟେକ୍ ସିଇଓଙ୍କ ପ୍ରତିକ୍ରିୟା । ନିଜକୁ ଦୀଲିପ କହୁଥିବ ବ୍ୟକ୍ତିଙ୍କ ଭୋର ସମୟରେ ମୃତ୍ୟୁ ହୋଇଛି । ରାତିରେ ଅବସ୍ଥା ସଙ୍କଟପନ୍ନ ହେବାରୁ ଭେଣ୍ଟିଟିଲେଟରରେ ଭର୍ତ୍ତି ହୋଇଥିଲେ । ଆମେ ମୃତ ଦେହ ପୋଲିସକୁ ହସ୍ତାନ୍ତର କରିବୁ, ପୋଲିସ ନିଷ୍ପତ୍ତି ନେବ । ମୃତ ଦେହ କାହାକୁ ଦିଆଯିବ ତାହା ପୋଲିସ ନିଷ୍ପତ୍ତି ନେବ । ମୃତକ ନିଜକୁ ଦୀଲିପ କହୁଥିବା ଲେଖି ପୋଲିସକୁ ଜଣାଇବୁ । ପୋଲିସ … Continue reading ମୃତଦେହ ବାବଦରେ ପୋଲିସ ନିଷ୍ପତ୍ତି ନେବ : ହାଇଟେକ୍ ସିଇଓ