ପୋଲିସ ଏସଆଇ ପରୀକ୍ଷା: ହେଲ୍ପ ଲାଇନ ନମ୍ବର ଜାରି କଲା ଓପିଆରବି
ଭୁବନେଶ୍ୱର: ଏସଆଇ ପରୀକ୍ଷାରେ ଜାଲିଆତିକୁ ନେଇ ହେଲ୍ପ ଲାଇନ ନମ୍ବର ଜାରି କଲା ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ । ହେଲ୍ପ ଲାଇନ ନମ୍ବର ୯୦୪୦୪୯୩୨୨୩ । ଯାହାର ଅଭିଯୋଗ ଅଛି ୯୦୪୦୪୯୩୨ରେ ଜଣାଇ ପାରିବେ । ସ୍ୱଚ୍ଛତାର ସହ ସିପିଏସଇ- ୨୦୨୪ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । କିଛି ଅସାଧୁ ବ୍ୟକ୍ତି ପରୀକ୍ଷାର୍ଥୀଙ୍କୁ ଭୁଲ ବାଟକୁ ନେବା ଉଦ୍ୟମ ପରେ ତତ୍ପରତା ଦେଖାଦେଇଛି । ଅକ୍ଟୋବର ୫ ଓ ୬ ତାରିଖରେ ସବୁ ଜିଲ୍ଲାରେ … Continue reading ପୋଲିସ ଏସଆଇ ପରୀକ୍ଷା: ହେଲ୍ପ ଲାଇନ ନମ୍ବର ଜାରି କଲା ଓପିଆରବି
Copy and paste this URL into your WordPress site to embed
Copy and paste this code into your site to embed