ଚିନ୍ମୟୀଙ୍କ ଭଡା ଘରେ ପୋଲିସର ତନାଘନା ଜାରି

ଭୁବନେଶ୍ୱର: ଭିସୁଟ୍ ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାରେ ପୋଲିସର ଛାନଭିନ୍ ଜାରି । ଚିନ୍ମୟୀଙ୍କ ଭୁବନେଶ୍ୱର ବିଜେବି ନଗର ଭଡା ଘରେ ବୁର୍ଲା ପୋଲିସ ପହଂଚି ତନାଘନା ଜାରି ରହିଛି । ଚିନ୍ମୟୀଙ୍କ ଘରୁ ବ୍ୟାଗ, ଲାପଟପ୍‌, କିଛି କାଗଜପତ୍ର ଜବତ କରାଯାଇଛି । ଭିସୁଟ ଛାତ୍ରୀ ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଏ ଯାଏ କିଛି ଜଣାପଡିଲା ନାହିଁ । ଏପଟେ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଛି … Continue reading ଚିନ୍ମୟୀଙ୍କ ଭଡା ଘରେ ପୋଲିସର ତନାଘନା ଜାରି