34.1 C
Bhubaneswar
Friday, March 29, 2024
Homeଅପରାଧରକ୍ଷକ ସାଜିଲା ଭକ୍ଷକ: ମହିଳାଙ୍କ ସାଥିରେ ଯାହା କଲେ ଜାଣିଲେ ହୋସ୍ ଉଡ଼ିବ

ରକ୍ଷକ ସାଜିଲା ଭକ୍ଷକ: ମହିଳାଙ୍କ ସାଥିରେ ଯାହା କଲେ ଜାଣିଲେ ହୋସ୍ ଉଡ଼ିବ

ନୂଆଦିଲ୍ଲୀ: କୋଭିଡ ପେଟ୍ରୋଲିଂ ନାମରେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ପୋଲିସ ଅଫିସର । ଲଣ୍ଡନରେ ଘଟିଯାଇଛି ଏଭଳି ଏକ ଘଟଣା ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ୩୩ ବର୍ଷିୀୟା ମହିଳା ଜଣଙ୍କ ନିଜ ଘରକୁ ଫେରୁଥିବା ବେଳେ ଲିଫ୍ଟ ଦେବା ବାହାନାରେ କାରରେ ବସାଇଥିଲେ ପୋଲିସ ଅଫିସର । ପ୍ରଥମେ କୋଭିଡ ପ୍ରୋଟୋକଲ ବାହାନାରେ ଗିରଫ କରିବାକୁ ପ୍ରୟାସ କରିଥିଲେ ପୋଲିସ ଅଫିସର । ଏହାପରେ ମହିଳାଙ୍କୁ କାରରେ ବସାଇ ବଳପୂର୍ବକ ସମ୍ପର୍କ ସ୍ଥାପନ କରିବାର ପ୍ରୟାସ ମଧ୍ୟ କରିଥିଲେ । ମହିଳା ଜଣଙ୍କ ପ୍ରତିରୋଧ କରିବାରୁ ତାଙ୍କୁ ହତ୍ୟା କରିଥିଲେ ଏହି ପୋଲିସ ଅଧିକାରୀ । ସୂଚନା ଅନୁଯାୟୀ,ଏହି ଜହ୍ଲାଦ ପୋଲିସ ଅଫିସରଙ୍କ ନାମ ୱେନ୍ କୁଜେନସ । ସାରା ଏଭରାର୍ଡ ନାମ୍ନୀ ମହିଳା ଜଣକ ଦକ୍ଷିଣ ପଶ୍ଚିମ ଲଣ୍ଡନର କ୍ଲେଫମ ଅଞ୍ଚଳରେ ଖାଲି ପାଦରେ ଫେରୁଥିଲେ । ଏହି ସମୟରେ ପୋଲିସ ଜଣଙ୍କ ତାଙ୍କୁ କାରରେ ବସାଇ ନିଜ ଫ୍ଲାଟକୁ ନେଇ ଯାଇଥିଲେ । ସେଠାରେ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା ମଧ୍ୟ କରିଥିଲେ ଏହି ପୋଲିସ ଅଧିକାରୀ । ସାରାଙ୍କ ଖବର ନମିଳିବାରୁ ଥାନାରେ ଅଭିଯୋଗ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking