28.1 C
Bhubaneswar
Wednesday, April 24, 2024
Homeଓଡିଶାପୁଲିସ ମେଡାଲ ଘୋଷଣା

ପୁଲିସ ମେଡାଲ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ଆସନ୍ତାକାଲି ପାଳିତ ହେବାକୁ ଯାଉଛନ୍ତି ଗଣତନ୍ତ୍ର ଦିବସ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୩ଟି ବର୍ଗରେ ୨୯ ଜଣ ପୁଲିସକୁ ପୁରସ୍କୃତ କରାଯିବ । କିନ୍ତୁ ଏଥର ଓଡ଼ିଶାରୁ କେହି ପାଇବେନି ରାଷ୍ଟ୍ରପତି ପୁଲିସ ମେଡାଲ । ସାହସିକତା ପାଇଁ ୧୬ଜଣ ପୁଲିସ କର୍ମଚାରୀ ପାଇବେ ମେଡାଲ । ବିଶିଷ୍ଟ ସେବା ପାଇଁ ୨ ଜଣ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମେଡାଲ । ଏଡିଜି ଆରପି କୋଜେ ପାଇବେ ବିଶିଷ୍ଟ ସେବା ପଦକ । ଭିଜିଲାନ୍ସ ଏଏସଆଇ ମନୋରଂଜନ ସମାଲ ପାଇବେ ବିଶିଷ୍ଟ ସେବା ପଦକ । ଏଏସପି ବିଶ୍ୱନାଥ ମିଶ୍ର, କମାଣ୍ଡାଣ୍ଟ ବାଳକୃଷ୍ଣ ମିଶ୍ରଙ୍କୁ ଉଲ୍ଲେଖନୀୟ ସେବା ପଦକ । ଏସପି ସୁଶାନ୍ତ ବିଶ୍ୱାଳ, ଇନ୍ସପେକ୍ଟର ଆଶିସ ଗୁପ୍ତାଙ୍କୁ ଉଲ୍ଲେଖନୀୟ ସେବା ପଦକ । ଏସଆଇ ଗଗନ ନାୟକଙ୍କ ସହ ୧୬ ଜଣଙ୍କୁ ପୁଲିସ ସାହାସିକତା ପଦକ ମିଳିବ ବୋଲି ଘୋଷଣା କରାଯାଇଛି ।
https://onakhabar.com/2020/01/24/naveen-pattnaik-5/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking