38.1 C
Bhubaneswar
Tuesday, April 23, 2024
Homeଓଡିଶାକୋରାପୁଟ ଗସ୍ତରେ ପୋଲିସ ଡିଜି: ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ

କୋରାପୁଟ ଗସ୍ତରେ ପୋଲିସ ଡିଜି: ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ

କୋରାପୁଟ: ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ। ତାଙ୍କ ସହ ଆଇ ଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ନିର୍ଦେଶକ ଲଳିତ ଦାସ, ଆଇ ଜି ଏସ ଡବ୍ଲୁ ଅନିରୁଦ୍ଧ ସିଂହ ଆସିଛନ୍ତି। ଡ଼ିଆଇଜି ଏସ ଡବ୍ଲୁ ଆର ରାଜେଶ ପଣ୍ଡିତ, କୋରାପୁଟ ଏସ୍ପି ବରୁଣ ଗୁଣ୍ଡୁପାଲିଙ୍କ ସହ ବହୁ ଵରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଦୁଇ କୁଖ୍ୟାତ ମହିଳା ମାଓବାଦୀ ରଂଜିତା ଓ ଗାଙ୍ଗୀ ଆତ୍ମସମର୍ପଣ କରିଛନ୍ତି। ଏହାଛଡ଼ା ସେ ମାଓ ଗତିବିଧି ସହ ଗଞ୍ଜେଇ ଚାଲାଣ ଉପରେ ସମୀକ୍ଷା କରିବେ। ତାପରେ ପୋଲିସ ଡିଜି କୋରାପୁଟରୁ ମାଲକାନଗିରି ଯାଇ ଯୋଡ଼ାଆମ୍ବ ଓ କାଲିମେଳା ପୋଲିସ ଷ୍ଟେସନ ଉଦଘାଟନ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking