31.1 C
Bhubaneswar
Friday, March 29, 2024
Homeଓଡିଶାହେମନ୍ତ ଶର୍ମାଙ୍କ ନାଁରେ ଏତଲା

ହେମନ୍ତ ଶର୍ମାଙ୍କ ନାଁରେ ଏତଲା

ଭୁବନେଶ୍ୱର: ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଥାନାରେ ଏତଲା । ଆଜି ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଏତଲା ଦିଆଯାଇଥିବା ସୂଚନା ମିଳିଛି । କରୋନା କିଟ୍ କିଣାରେ ଦୁର୍ନୀତି ପ୍ରସଙ୍ଗରେ ଥାନାରେ ଏତଲା ଦିଆଯାଇଛି । ପିଲା କୁମ୍ପି ଭାଙ୍ଗି ସିଏମଆରକୁ ଦେଲେ । ଆଇଏଏସ ଆତ୍ମସାତ୍ କରିବା ଅଭିଯୋଗ ହୋଇଛି । ଗତ କିଛି ଦିନ ଧରି କରୋନା କିଟ କିଣାରେ ଦୁର୍ନିତୀ ହୋଇଥିବା ପ୍ରସଙ୍ଗକୁ କେନ୍ଦ୍ର କରି ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି । ବିରୋଧୀ ଏହାକୁ ନେଇ ଶାସକ ଦଳକୁ ଘେରିଛନ୍ତି ।
https://onakhabar.com/2020/06/09/new-corona-guidelines-for-offices/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking