27.1 C
Bhubaneswar
Thursday, April 25, 2024
Homeଓଡିଶାପୋଲିସ-ବିଜେପି କର୍ମି ଧସ୍ତାଧସ୍ତି

ପୋଲିସ-ବିଜେପି କର୍ମି ଧସ୍ତାଧସ୍ତି

ଭୁବନେଶ୍ୱର: ପୋଲିସ-ବିଜେପି କର୍ମି ଧସ୍ତାଧସ୍ତି । ନବ ଦାସ ହତ୍ୟା ପ୍ରସଙ୍ଗରେ ବିଜେବି ଯୁବମୋର୍ଚ୍ଚାର ବିଶାଳ ରାଲି ।ଭୁବନେଶ୍ୱର ଲୋୟର ପିଏମଜିରେ ଯୁବମୋର୍ଚ୍ଚାର ବିଶାଳ ରାଲି । ନବ ଦାସ ହତ୍ୟା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ରାଲି ।ବିଧାନସଭା ଆଡକୁ ମାଡିଗଲାବେଳେ ଅଟଳାଇବାକୁ ପୋଲିସର ପ୍ରୟାସ । ପୋଲିସ ଅଟଳାଇବାକୁ ଉଦ୍ୟମ କଲାବେଳେ ଯୁବମୋର୍ଚ୍ଚା ସହ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି ।

୩ ବର୍ଷରେ ୨୪୫ ହାତୀ ମୃତ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking