43.9 C
Bhubaneswar
Friday, April 19, 2024
Homeଓଡିଶାପୋଲିସ ଏଏସଆଇ ସସପେଣ୍ଡ

ପୋଲିସ ଏଏସଆଇ ସସପେଣ୍ଡ

ଭୁବନେଶ୍ୱର : ମହିଳାଙ୍କୁ ଧମକ ଦେବା ଅଭିଯୋଗରେ ଏଏସଆଇ ସୁବ୍ରତ ଜ୍ଞାନରଂଜନ ସସପେଣ୍ଡ ହୋଇଛନ୍ତି । ଏଏସଆଇଙ୍କୁ ସସପେଣ୍ଡ କରିଛନ୍ତି ଆଇଜି ରାଜ୍ୟ କ୍ରାଇମ ରେଡକ୍ରସ ବ୍ୟୁରୋ । ସୂଚନାଯୋଗ୍ୟ କୋଭିଡ ନମ୍ବରରୁ ମହିଳାଙ୍କୁ ଧମକ ଦେବା ନେଇ ପୋଲିସ ଏଏସଆଇଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଫେସବୁକ ପ୍ରେମରୁ ମହିଳାଙ୍କୁ ଏସିଡ ମାଡ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ସେ ରାଜ୍ୟ ସରକାର ଜାରି କରିଥିବା କୋଭିଡ ନମ୍ବରରୁ ଧମକ ଦେଇଥିଲେ । ଫଳରେ ମହିଳା ଜଣକ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯାଗ କରିଥିଲେ । ପରେ ଅଭିଯୋଗ ପରେ ଏଏସଆଇ ସୁବ୍ରତ ଜ୍ଞାନରଂଜନ ମହିଳା ଥାନାରେ ଅଟକ ରହିଥିଲେ ।
https://onakhabar.com/2020/06/15/asi-in-mahila-police-station-to-threatning-a-woman/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking