ବାପା ଠାରୁ ଟଙ୍କା ଆଣିବା ପାଇଁ ନିଜକୁ ଅପହରଣ କରିବା ନାଟକ ରଚିଥିଲା ପୁଅ, ପୋଲିସ କଲା ଗିରଫ

ମହାରାଷ୍ଟ୍ର : ବାପାଙ୍କ ଠାରୁ ଟଙ୍କା ଝଡ଼ାଇବା ଲାଗି ନିଜକୁ ଅପହରଣ କରିବା ନାଟକ ରଚିଥିବା ୨୦ ବର୍ଷୀୟ ପୁଅକୁ ଗିରଫ କରିଛି ପୋଲିସ । ମହାରାଷ୍ଟ୍ର ପାଲଘରରେ ଘଟିଛି ଏଭଳି ଘଟଣା । ଡିସେମ୍ବର ୭ ତାରିଖ ଦିନ ପୁଅ ଘରୁ ଯାଇ ଆଉ ଫେରିନାହିଁ ବୋଲି ବସଈ ଅନ୍ତର୍ଗତ ଫାଦେରୱାଡ଼ି ଅଞ୍ଚଳର ଜଣେ ବାସିନ୍ଦାଙ୍କ ଠାରୁ ବାଲିବ୍ ପୁଲିସ ଅଭିଯୋଗ ପାଇଥିଲା । ଡିସେମ୍ବର ୮ ତାରିଖ ଦିନ ନିରୁଦ୍ଦିଷ୍ଟ ମାମଲା ରୁଜୁ କରିଥିଲା ପୋଲିସ। … Continue reading ବାପା ଠାରୁ ଟଙ୍କା ଆଣିବା ପାଇଁ ନିଜକୁ ଅପହରଣ କରିବା ନାଟକ ରଚିଥିଲା ପୁଅ, ପୋଲିସ କଲା ଗିରଫ