ପୋଲିସ – ସେନା ଅଧିକାରୀ ବିବାଦ : ବଡ଼ ବଡ଼ିଆଙ୍କୁ କ’ଣ ମାଫ୍‌

ଭୁବନେଶ୍ୱର : ପୋଲିସ ଓ ସାମରିକ କର୍ମଚାରୀଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଛି ଏହାକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି । ଘଟଣାକୁ ନେଇ ପୋଲିସ ଆଡକୁ ଅଧିକ ଅଙ୍ଗୁଳି ନିର୍ଦ୍ଦେଶ ଆସୁଛି । ୫ ଜଣ ପୋଲିସ କର୍ମଚାରୀଙ୍କୁ ବଦଳୀ କରାଯାଇ ସସ୍‌ପେଣ୍ଡ କରାଯାଇଛି । ଭରତପୁର ହେଉଛି ବିଭାଗର ଏକ ଆଦର୍ଶ ଥାନା ଭାବେ ପରିଗଣିତ । ଯେଉଁ ଘଟଣା ଘଟିଛି ତାହା ସେ ଥାନାରେ ଘଟିବା ଆଦୌ ସ୍ପୃରଣୀୟ … Continue reading ପୋଲିସ – ସେନା ଅଧିକାରୀ ବିବାଦ : ବଡ଼ ବଡ଼ିଆଙ୍କୁ କ’ଣ ମାଫ୍‌