ଓଡିଶାରେ ଏବେ ପୋଲିସ ସବୁ କଥାକୁ ଚାପି ଦେଉଛି: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁର ସନ୍ଦେହ ଏବେ ଦିନକୁ ଦିନ ବଢିବାରେ ଲାଗିଛି । ଏହି କଥାଟି ବିଧାନସଭାରେ ଉଠାଯିବ ବୋଲି  କହିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଓଡିଶାରେ ଏବେ ପୋଲିସ ସବୁ କଥାକୁ ଚାପି ଦେଉଛି । ଲୋକଙ୍କୁ ସନ୍ଦେୟ ହେଲା ଭଳି ପୋଲିସ କାମ କରୁଛି । ପୋଲିସ ଉଚିତ ପଦକ୍ଷେପ ନନେଲେ ପ୍ରସଙ୍ଗଟି ବିଧାନସଭାରେ ଉଠାଯିବ ବୋଲି ଚେତାବନୀ ଦେଇଛନ୍ତି ଜୟନାରାୟଣ ମିଶ୍ର । … Continue reading ଓଡିଶାରେ ଏବେ ପୋଲିସ ସବୁ କଥାକୁ ଚାପି ଦେଉଛି: ଜୟନାରାୟଣ ମିଶ୍ର