32.1 C
Bhubaneswar
Thursday, March 28, 2024
Homeଓଡିଶାଭୁବନେଶ୍ୱରରାଇମୋହନଙ୍କ ଆତ୍ମହତ୍ୟାର ଖିଅ ଖୋଜୁଛି ପୋଲିସ

ରାଇମୋହନଙ୍କ ଆତ୍ମହତ୍ୟାର ଖିଅ ଖୋଜୁଛି ପୋଲିସ

ଭୁବନେଶ୍ୱର: ରାଇମୋହନ ପରିଡା ଆତ୍ମହତ୍ୟା ଘଟଣାରେ କମିଶନରେଟ୍ ପୋଲିସର ସୂଚନା । ଆତ୍ମହତ୍ୟା ଓ ହତ୍ୟା ଉଭୟ ଦିଗକୁ ନେଇ ତଦନ୍ତ ଚାଲିଛି । ଝିଅ, ଜ୍ୱାଇଁ, ପତ୍ନୀ ଓ ପୁତୁରାଙ୍କୁ ପଚରାଉଚରା କରାଯାଇଛି । ରାଇମୋହନଙ୍କ ମୋବାଇଲ୍ ଜବତ ହୋଇଛି, ଟେକ୍ନିକାଲ ଟିମକୁ ଦିଆଯିବ । ଭିସେରା, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking