ବାହୁଡ଼ା ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି ପୋଡ଼ପିଠା

 ପୁରୀ : ବାହୁଡ଼ା ଯାତ୍ରା ପାଇଁ ମାଉସୀ ମା’ ପ୍ରସ୍ତୁତ କରୁଛନ୍ତି ପୋଡ଼ ପିଠା । ଶ୍ରୀଜିଉଙ୍କ ନିକଟରେ ଲାଗି ହେବ ଏହି ପୋଡ଼ପିଠା । ଶ୍ରୀମନ୍ଦିର ଫେରିବା ସମୟରେ ମହାପ୍ରଭୁଙ୍କ ନିକଟରେ ଏହି ପୋଡ଼ପିଠା ତିନୋଟି କୁଡ଼ୁଆରେ ରଖି ଅର୍ପଣ କରାଯାଇଥାଏ । ଗତକାଲି ଠାରୁ ଆରମ୍ଭ ହୋଇଛି ପୋଡ଼ପିଠାର ପ୍ରସ୍ତୁତି କାର୍ଯ୍ୟକ୍ରମ । ବିଭିନ୍ନ ପ୍ରକାରର ସୁବାସିତ ଦ୍ରବ୍ୟକୁ ମିଶାଇ ଏହି ପୋଡ଼ ପିଠା ପ୍ରସ୍ତୁତ କରାଯାଇଥାଏ । ଅଟା, ଚିନି, ଛେନା, ଲବଙ୍ଗ, ପିସ୍ତା … Continue reading ବାହୁଡ଼ା ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି ପୋଡ଼ପିଠା