28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଯୁବ ଆଇପିଏସଙ୍କୁ ମୋଦି ଦେଲେ ଗୁରୁମନ୍ତ୍ର

ଯୁବ ଆଇପିଏସଙ୍କୁ ମୋଦି ଦେଲେ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସିଂରେ ଯୁବ ଆଇପିଏସ ଅଫିସରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ହାଇଦ୍ରାବାଦ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପୋଲିସ ଏକାଡେମୀରେ ସେ ମନ୍ତବ୍ୟ ଦେଇଛନ୍ତି । କରୋନା ବେଳେ ଡ୍ୟୁଟି କରି ପୋଲିସ ଲୋକଙ୍କ ସମ୍ମାନ ସାଉଁଟିଛି । ଖାକିର ଦମ୍ ଦେଖାଇବା ଅପେକ୍ଷା, ଖାକିର କର୍ତ୍ତବ୍ୟ କରି ଗର୍ବ କର । ପ୍ରତ୍ୟହ ଯୋଗ ଓ ପ୍ରାଣାୟମ କରି ଚାପ କମାଅ, କାମରେ ସଫଳତା ମିଳିବ । କୌଣସି କାମ ହୃଦୟ ଭିତରୁ କଲେ, ତାହା ସଫଳ ହେବା ସୁନିଶ୍ଚିତ । କର୍ତ୍ତବ୍ୟନିଷ୍ଠ ହୋଇ ଲୋକଙ୍କ ହୃଦୟ ଜିତିବାକୁ ଯୁବ ଆଇପିଏସଙ୍କୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking