ଦେଶର ବିକାଶ ପାଇଁ ଶିକ୍ଷା ସମାନ ଓ ସର୍ବାଙ୍ଗୀନ ହେବା ଉଚିତ
ନୂଆଦିଲ୍ଲୀ : ଶିକ୍ଷକ ପର୍ବ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନସିଂ ମାଧ୍ୟମରେ ଏକାଧିକ ଯୋଜନାର ଶୁଭାରମ୍ଭ କରିଛନ୍ତି । ବିଦ୍ୟାଞ୍ଜଳି ୨.୦, ନିଷ୍ଠା ୩.୦ ସମେତ ଟକିଂ ବୁକ୍ସ ଓ ୧୦ ହଜାର ଶବ୍ଦ ବିଶିଷ୍ଟ ଭାରତୀୟ ସାଙ୍କେତିକ ଭାଷାର ଏକ ଶବ୍ଦକୋଷର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦେଶର ବିଭିନ୍ନ ଭାଗରୁ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଭିସି ଜରିଆରେ ସାମିଲ ହୋଇଥିଲେ … Continue reading ଦେଶର ବିକାଶ ପାଇଁ ଶିକ୍ଷା ସମାନ ଓ ସର୍ବାଙ୍ଗୀନ ହେବା ଉଚିତ
Copy and paste this URL into your WordPress site to embed
Copy and paste this code into your site to embed