29.1 C
Bhubaneswar
Friday, April 26, 2024
Homeଦେଶ ବିଦେଶକର ଦାତାଙ୍କ ପାଇଁ ଏମିତି କହିଲେ ମୋଦି

କର ଦାତାଙ୍କ ପାଇଁ ଏମିତି କହିଲେ ମୋଦି

ନୂଆଦିଲ୍ଲୀ: ଟିକସ ସୁଧାର ନେଇ ନୂଆ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ଦେଶରେ କରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଚ୍ଚୋଟ କରଦାତାଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ ହୋଇଛି । ସ୍ୱଚ୍ଛ କରଦାତାଙ୍କୁ ଡରିବାର କିଛି ନାହିଁ । ଟିକସ କ୍ଷେତ୍ରରେ ସଂସ୍କାର ଆସିବ । ସଚ୍ଚୋଟ କରଦାତାଙ୍କୁ ସମ୍ମାନ ମିଳିବା ସହ କିଛି ରିହାତି ମିଳିପାରେ । ଏହା ସହ ଟିକସ ବ୍ୟବସ୍ଥାର ସରଳୀକରଣ ହେବ । ଆଜିଠାରୁ କର ବ୍ୟବସ୍ଥା କ୍ୟାସଲେସ ହେଲା ବୋଲି ମୋଦୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking