31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଜମ୍ମୁ କଶ୍ମୀର ପାଇଁ ମୋଦିଙ୍କ ଉପହାର

ଜମ୍ମୁ କଶ୍ମୀର ପାଇଁ ମୋଦିଙ୍କ ଉପହାର

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ପିଏମ ମୋଦି ଖୁବ ଶୀଘ୍ର ଜମ୍ମୁ କଶ୍ମୀରରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲଂଚ କରିବେ । ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା , ପିଏମ ଗୁଆହାଟୀରୁ ଭିଡିଓ ଲିଙ୍କ୍ ଜରିଆରେ ଯୋଡିହେବେ । ଲଂଚ୍ ପୂର୍ବରୁ କେନ୍ଦ୍ର ଶାସିତ ଅଂଚଳ ଜମ୍ମ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ, ଜମ୍ମୁ କଶ୍ମୀରର ବିକାଶ ପାଇଁ ଆମେ ସଂକଳ୍ପବଦ୍ଧ । ଆହୁରି ଅନ୍ୟ ଯୋଜନା ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି । ଆଉ ଜମ୍ମୁ କଶ୍ମୀର ହିସାଂରୁ ମୁକ୍ତ ହୋଇଛି । ଉପରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି ଯେ, ପିଏମ ମୋଦି ଶୁକ୍ରବାର କୃଷକଙ୍କୁ ସାହାଯ୍ୟ କରିବା ପାଇଁ କିଶାନ ସମ୍ମାନ ନିଧି ଯୋଜନାର ଅନ୍ୟ କିସ୍ତି ଜାରି କରିଛନ୍ତି । ଏହାଛଡା ଅନେକ ସମୟ ପରେ ଜମ୍ମୁ କଶ୍ମୀରରେ ବିନା କୌଣସି ହିଂସାରେ ନିର୍ବାଚନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking