ମେଟ୍ରୋ ଟ୍ରେନ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏଥିରେ ବେଙ୍ଗାଲୁରୁରୁ ବେଲଗାମ, ଅମୃତସରରୁ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା ଏବଂ ନାଗପୁର (ଅଜନି)ରୁ ପୁଣେ ପର୍ଯ୍ୟନ୍ତ ଟ୍ରେନ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ମୋଦୀ ଇଲେକ୍ଟ୍ରୋନିକ୍ ସିଟି ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋ ଯାତ୍ରା ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ ଅନୁଯାୟୀ, ବେଙ୍ଗାଲୁରୁ ମେଟ୍ରୋ ଫେଜ୍-୨ ପ୍ରକଳ୍ପରେ ଆର୍ଭି ରୋଡ୍ (ରାଗିଗୁଡ୍ଡା) ରୁ … Continue reading ମେଟ୍ରୋ ଟ୍ରେନ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Copy and paste this URL into your WordPress site to embed
Copy and paste this code into your site to embed