38.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଆସିଲା +୩ ପ୍ରଥମ ପର୍ଯ୍ୟାୟ କଟ ଅଫ୍ ମାର୍କ

ଆସିଲା +୩ ପ୍ରଥମ ପର୍ଯ୍ୟାୟ କଟ ଅଫ୍ ମାର୍କ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି +୩ କଟ୍ ଅଫ୍ ନାମଲେଖା ମାର୍କ ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ୧,୫୮,୫୪୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ମୋଟ ୧୦୨୯ଟି ଶିକ୍ଷାନୁଷ୍ଠାନ ପାଇଁ ନାମଲେଖା ହେବ । ଆସନ୍ତା ୧ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ଅନଲାଇନରେ ଫି ଦାଖଲ କରିପାରିବେ । ଆବେଦନ କରିଛନ୍ତି ୨,୧୩,୯୫୯ ଜଣ । ସେଥିମଧ୍ୟରୁ ମନୋନୀତ ହୋଇଛନ୍ତି ୧,୫୮,୫୪୦ଜଣ । କାଲିଠୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଅକ୍ଟୋବର ୮ରେ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ଅଧିକାଂଶ ଅନର୍ସ ବିଷୟରେ ବିଜେବି କଲେଜ ଆଗରେ ରହିଛି । ଫିଜିକ୍ସ ୯୫%, କେମେଷ୍ଟ୍ରି ୯୪.୬%, ମ୍ୟାଥମେଟିକ୍ସ ୯୫.୨%, ଅର୍ତଶାସ୍ତ୍ର ୯୦.୫%, ଭୂଗୋଳ ୯୨% , ରାଜନୀତି ବିଜ୍ଞାନ ୯୧.୫% ବାଣିଜ୍ୟରେ ବି ୯୮.୬୭% ସହ ବିଜେବି ଆଗରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking