ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର: ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବୃଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ଯୁକ୍ତ ଦୁଇ ପରୀକ୍ଷା । ଦୀର୍ଘ ୨୨ ଦିନ ଧରି ପରୀକ୍ଷା ହେବ । ଏନେଇ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ସିଏଚଏସଇଇ ଅଧ୍ୟକ୍ଷ । ପରୀକ୍ଷାକୁ ସ୍ୱଚ୍ଛତାର କରିବା ପାଇଁ ଦୁଇ ୟୁନିଟରେ ସ୍କ୍ୱାଡ କାମ କରିବେ । ସମସ୍ତ ୨୧୦ଟି ହବରେ ଏଆଇ କ୍ୟାମେରା ରହିବ । ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ୧୦ଟାରେ … Continue reading ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା
Copy and paste this URL into your WordPress site to embed
Copy and paste this code into your site to embed