29.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିଠାରୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ; ରାୟଗଡ଼ା ପୋଲିସର ବିଶେଷ ପ୍ରସ୍ତୁତି

ଆଜିଠାରୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ; ରାୟଗଡ଼ା ପୋଲିସର ବିଶେଷ ପ୍ରସ୍ତୁତି

ରାୟଗଡ଼ା : ଡ଼ିସେମ୍ବର ୨ରୁ ୭ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ସେମାନଙ୍କ ପିଏଲଜିଏ ସପ୍ତାହ ପାଳନ କରିବେ । ଏନେଇ ପାଟସାଲି ଠାରେ ଏକ ପୋଷ୍ଟର ଲଗାଇ ସୂଚନା ଦେଇଛନ୍ତି ମାଓବାଦୀ ମୁଖ୍ୟ । ଏଥିପାଇଁ ରାୟଗଡ଼ା ପୋଲିସ ତା’ର ସୁରକ୍ଷା ବ୍ୟବସ୍ଥାକୁ ବଢାଇଛି । ଏହି ମାଓ ସପ୍ତାହ ପାଳନର ମୁଖ୍ୟ ଏକ୍ଷ ହେଲ । ସଂଗଠନକୁ ଦୃଢ କରିବା ଓ ସରକାରତଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ବିରୋଧକରି ବିଭିନ୍ନ ଅଞ୍ଚଳର ସ୍ଥାନୀୟ ଲୋକ ମାନଙ୍କୁୁ ନିଜ ଦଳରେ ସାମିଲ କରିବା । ଏହିକାର୍ଯ୍ୟ ପାଇଁ ପୋଡ଼ାଜଳା ,ବୋମା ବିସ୍ଫୋରଣ ଓ ସାଧାରଣ ଲୋକ ଓ ସରକାରଙ୍କ ସମ୍ପତିକୁ ନଷ୍ଟ କରିଥାନ୍ତି । ତେବେ ଏହି ସପ୍ତାହର ମୁକାବିଲା ପାଇଁ ପୋଲିସ ଗୁଇନ୍ଦା ବିଭାଗକୁ ଆଲର୍ଟ କରିବା ସହ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଛି । ଏହି ମୁକାବିଲା ପାଇଁ ପୋଲିସ ସହ ସିଆରପିଏଫ ଓ ବିଏସଏଫ ଯବାନ ମାନେ ମଧ୍ୟ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking