34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପ୍ଲାଜମା ଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

ପ୍ଲାଜମା ଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

ରାଉରକେଲା: ପ୍ଲାଜମା ଦାନ କରିଥିବା କୋରୋନା ସୁସ୍ଥଙ୍କ ଯୋଗୁଁ ବହୁତ ଲୋକଙ୍କ ଜୀବନ ରକ୍ଷା ହେଉଛି । ମଙ୍ଗଳବାର ପ୍ଲାଜମା ଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ନିଖିଳ ପବନ କଲ୍ୟାଣ, ଡିଆଇଜି କବିତା ଜଳାନ, ଏଡିଏମ ଅବନୀ ସୁନୀଲ ନରବନେ ସହିତ ଜନପ୍ରତିନିଧିମାନେ ଭାଗ ନେଇଥିଲେ ।ରାଉରକେଲା ଚାମ୍ବର ଅଫ କମର୍ଷ ଆଣ୍ଡ ଇଣ୍ଡଷ୍ଟ୍ରି ତଥା ଲାୟନ କ୍ଲବ ପକ୍ଷରୁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ ଆଇଟିଡିଏ ସମ୍ମିଳନୀ କକ୍ଷରେ କରାଯାଇଥିଲା । ଏବଂ ଏଥିରେ ପ୍ଲାଜମା ଦାନ କରିଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking