30.1 C
Bhubaneswar
Thursday, April 25, 2024
Homeଓଡିଶାଅଙ୍ଗନବାଡି କେନ୍ଦ୍ର ରେ ପ୍ଲାଷ୍ଟିକ ଅଣ୍ଡା

ଅଙ୍ଗନବାଡି କେନ୍ଦ୍ର ରେ ପ୍ଲାଷ୍ଟିକ ଅଣ୍ଡା

ଗଞ୍ଜାମ :  ସାନଖେମୁଣ୍ଡି ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟଳୟ ଅନ୍ତଗର୍ତ ରାଧାଦେଇପୁର ଅଙ୍ଗନବାଡି କେନ୍ଦ୍ର ରେ ବଣ୍ଟନ କରା ଯାଇଥିବା ଅଣ୍ଡା ଯାହାକି ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କ ପାଇଁ ପ୍ରଦାନ କରାଯାଇଥିବା ଅଣ୍ଡା ପ୍ଲାଷ୍ଟିକ ବୋଲି ଅଭିଯୋଗ ହେଉଛି।ଗ୍ରାମ ର କାଳୁ ବିଷୋୟୀ ତାଙ୍କ ଦୁଇ ଶିଶୁ ଙ୍କସାପ୍ତାହିକ ଅଣ୍ଡା  ଏକ ନମ୍ୱର ଅଙ୍ଗନୱାଡ଼ି କର୍ମୀଙ୍କ ଠାରୁ ଗ୍ରହଣ କରିଥିଲେ । ସେ ଘରକୁ ଆଣି ଅଣ୍ଡା ଟିକୁ ସିଝେଇବା ପରେ ସେହି ଅଣ୍ଡାରୁ ତିନୋଟି ଅଣ୍ଡା ଟାଣ ବାହାରିଥିଲା। ସେହି ଅଣ୍ଡାକୁ ପ୍ଲାଷ୍ଟିକ ଅଣ୍ଡା କହି ହିତାଧିକାରୀଙ୍କ ପିତା କାଳୁ ବିଷୋୟୀ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ଆଧାରରେ ବିଭାଗୀୟ ଅଧିକାରୀ କର୍ମଚାରୀ ସେଠାରେ ପହଁଚି ଯାଞ୍ଚ କରିଥିଲେ।ସେହିଭଳି ସେ ସାତଟି ଅଣ୍ଡା ସିଯାଇଥିଲେ ସେଥିରୁ ଦୁଇଟି ଅଣ୍ଡା ସେହିଭଳି ବାହାରିଥିଲା । ଏହି ଅଭିଯୋଗ ସମନ୍ୟୁତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ପାଖରେ ପହଞ୍ଚିଥିବା ପରେ ସିଡ଼ିପିଓ ଙ୍କ ନିର୍ଦ୍ଦେଶ ପ୍ରକାରେ ଶ୍ରିମତି ପୁଷ୍ପଲତା ସାହୁ ଅଞ୍ଚଳ ପରି ଦର୍ଶିକା ନଦୀ ତଟ ସାହିରେ ଥିବା ସମସ୍ତ ହିତାଧିକରିଙ୍କ ଗୃହ ପରିଦର୍ଶନ କରିଥିବା ଜଣା ପଡ଼ିଛି ଓ ସେଠାରେ ତିନି ଚାରିଜଣ ହିତାଧିକାରୀ ପାଇଥିବା ଅଣ୍ଡା ଦେଖିଥିଲେ ଓ ପାଣିରେ ବୁଡାଇ ଥିଲେ ତାଙ୍କ ସହିତ ଉପସ୍ଥିତ ଥିଲେ  ଯାଞ୍ଚ କମିଟି ମେମ୍ବର ଦୁଇ ଅଙ୍ଗନୱାଡ଼ି ୱର୍କର ଗ୍ରାମର ସମସ୍ତ ମହିଳା ଓ ପୁରୁଷ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking