ଡାକ୍ତରଖାନା ଛାତରୁ ଖସିଲା ପ୍ଲାଷ୍ଟର: ରୋଗୀ ଆହତ

ରାଉରକେଲା: ଡାକ୍ତରଖାନା ଛାତରୁ ଖସିଲା ପ୍ଲାଷ୍ଟର, ରୋଗୀ ଆହତ। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ଘଟିଛି। ସୂଚନାନୁଯାୟୀ, ଲହୁଣୀପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ୧୫ ନଂ ବେଡ୍ ଉପରେ ଛାତରୁ ପ୍ଲାଷ୍ଟର ଖସି ପଡିବାରୁ ଜଣେ ମହିଳା ରୋଗୀ ଆହତ ହୋଇଛନ୍ତି। ସେ ଠିକ୍ ଭାବେ ଚାଲିପାରୁ ନଥିବା ବେଳେ ପାର୍ଶ୍ୱ ଶଯ୍ୟାରେ ଥିବା ଜଣେ ଗର୍ଭବତୀ ଏବଂ ବୃଦ୍ଧା ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହତ ମହିଳା ଜଣଙ୍କ ହେଉଛନ୍ତି ସାବିତ୍ରୀ ମୁଣ୍ଡା। ତାଙ୍କ ଗୋଡରେ ଆଘାତ ଲାଗିଛି। ସରକାରୀ ଡାକ୍ତରଖାନାରେ … Continue reading ଡାକ୍ତରଖାନା ଛାତରୁ ଖସିଲା ପ୍ଲାଷ୍ଟର: ରୋଗୀ ଆହତ