34.1 C
Bhubaneswar
Thursday, April 25, 2024
Homeଓଡିଶାଓଡିଶାରେ ପ୍ଲାଜମା ଥେରାପି

ଓଡିଶାରେ ପ୍ଲାଜମା ଥେରାପି

ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ମିଳିଥିବା ସୂଚନା ଅନୁସାରେ, ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ ପାଇଁ ବୈଷୟିକ କମିଟି ହେବ । ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ମାର୍ଗଦର୍ଶିକା ହେବ । ତେବେ ରାଜ୍ୟର ୪ଟି ପ୍ରମୁଖ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ କରାଯିବ । କଟକ ଏସସିବି, ଅଶ୍ୱିନୀ, ଭୁବନେଶ୍ୱର ସମ୍ ଓ କିମ୍ସରେ ଏହା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ପ୍ଲାଜମା ଥେରାପି ସହ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ବି ନିଷ୍ପତ୍ତି ହୋଇଛି ।

ଟେଷ୍ଟ ପାଇଁ ମନା କରିପାରିବେନି ରାଜ୍ୟ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking