ରାଉରକେଲାରେ ବିମାନ ଦୁର୍ଘଟଣାଗ୍ରସ୍ତ
ରାଉରକେଲା: ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ । ୯ ସିଟ ବିଶିଷ୍ଟ ବିମାନଟି ରାଉରକେଲାରୁ ଭୁବନେଶ୍ୱରକୁ ଉଡାଣ ଭରିଥିଲା । ୧୦ କିଲୋମିଟର ଉଡାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଉରକେଲା ରଘୁନାଥପାଲି ଜଲଦା ଏ ବ୍ଲକରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ବିମାନରେ ୬ ଜଣ ଯାତ୍ରୀ ରହିଥିଲେ । ପାଇଲଟ ସହ ୬ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୪ଜଣ ଯାତ୍ରୀଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ଜଣ … Continue reading ରାଉରକେଲାରେ ବିମାନ ଦୁର୍ଘଟଣାଗ୍ରସ୍ତ
Copy and paste this URL into your WordPress site to embed
Copy and paste this code into your site to embed