କାନାଡାରେ ବିମାନ କ୍ରାଶ : ୬ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ : କାନାଡାର ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, କାନାଡାର ଉପାନ୍ତ ଅଞ୍ଚଳରେ ଥିବା ଖଣି ଅଞ୍ଚଳକୁ ଏକ ବିମାନ ଯୋଗେ ୭ ଜଣ ଯାଉଥିଲେ । ମାତ୍ର ବିମାନଟି ଉଡ଼ିବାର କିଛି ସମୟ ପରେ ହଠାତ୍‌ ତାହା କ୍ରାଶ୍‌ କରିଥିଲା। ଫଳରେ ବିମାନରେ ଥିବା ୬ ଜଣଙ୍କ ମୃତ୍ୟୁ ହୋଇ … Continue reading କାନାଡାରେ ବିମାନ କ୍ରାଶ : ୬ ମୃତ, ଜଣେ ଗୁରୁତର