ବିମାନ କ୍ରାସ୍: ଦୁର୍ଘଟଣାସ୍ଥଳରେ ଡିଜିସିଏ ଟିମ୍
ରାଉରକେଲା: ରାଉରକେଲାରେ ବିମାନ କ୍ରାସ୍ ଘଟଣା । ଦୁର୍ଘଟଣାସ୍ଥଳରେ ଡିଜିସିଏ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କେମିତି ହେଲା ଦୁର୍ଘଟଣା, କାହିଁକି କରାଗଲା ଫୋର୍ସ ଲ୍ୟାଣ୍ଡିଂ ସେନେଇ ତଦନ୍ତ କରୁଛି ଡିଜିସିଏ । ବରିଷ୍ଠ ଅଧିକାରୀଙ୍କ ସହ ପରିବହନ ସଚିବ ଉଷା ପାଢୀଙ୍କ ଆଲୋଚନା । ୨ ଜଣିଆ ଡାକ୍ତରୀ ଟିମ୍ ମଧ୍ୟ ରାଉରକେଲାରେ ପହଞ୍ଚିଛନ୍ତି । ଚାଲିଛି ବିମାନ କ୍ରାସ୍କୁ ନେଇ ଜେରଦାର ତଦନ୍ତ । ଗତକାଲି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିବା … Continue reading ବିମାନ କ୍ରାସ୍: ଦୁର୍ଘଟଣାସ୍ଥଳରେ ଡିଜିସିଏ ଟିମ୍
Copy and paste this URL into your WordPress site to embed
Copy and paste this code into your site to embed