ବିମାନ କ୍ରାସ: ୨ ଆହତଙ୍କୁ ମୁମ୍ବାଇ ଏୟାରଲିଫ୍ଟ

ରାଉରକେଲା: ରାଉରକେଲା ବିମାନ କ୍ରାସ୍ ଘଟଣା । ୨ ଆହତଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି । ଆହତ ଦୁଇ ଜଣ ନିଜ ଇଚ୍ଛାରେ ଏୟାରଲିଫ୍ଟ ହୋଇଥିବା ସୂଚନା ମିଳିଛି । ବାକି ୪ ଜଣଙ୍କ ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଜାରି ରହିଛି । ଗତକାଲି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ଇଣ୍ଡିଆ – ୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୨ ପାଇଲଟ ସହ ୪ ଜଣ ଯାତ୍ରୀ ଆହତ … Continue reading ବିମାନ କ୍ରାସ: ୨ ଆହତଙ୍କୁ ମୁମ୍ବାଇ ଏୟାରଲିଫ୍ଟ