ପିପିଲି ଉପନିର୍ବାଚନ : ୨ୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ୨୪୪୧ ଭୋଟରେ ଆଗୁଆ
ପିପିଲି : ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଚାଲିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ବି ବିଜେଡ଼ି ଆଗୁଆ ରହିଥିବା ସୂଚନା ରହିଛି । ଦ୍ୱିତୀୟ ରାଉଣ୍ଡରେ ୨୪୪୧ ଭୋଟରେ ବିଜେଡି ଆଗୁଆ ରହିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡ ଭୋଟ୍ ରେ ଆଗୁଆ ରହିଥିଲା । ବିଜୁ ଜନତା ଦଳର ପ୍ରାର୍ଥୀ ରୂଦ୍ର ମହାରଥୀ ଆଗୁଆ ଚାଲୁଛନ୍ତି । ଦ୍ୱିତୀୟ … Continue reading ପିପିଲି ଉପନିର୍ବାଚନ : ୨ୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ୨୪୪୧ ଭୋଟରେ ଆଗୁଆ
Copy and paste this URL into your WordPress site to embed
Copy and paste this code into your site to embed