ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଅର୍ଦ୍ଧେନ୍ଦୁ ଦେଲେ ୧୦ ଲକ୍ଷ

ଭୁବନେଶ୍ୱର: ଅଭିନେତା ପିଣ୍ଟୁ ନନ୍ଦ ସିରୋସିସ ରୋଗରେ ପିଢୀତ ଅଛନ୍ତି ।  ଏଥିପାଇଁ ସେ ଆଇଏଲଭିଏସ ହସ୍ପିଟାଲ ଯାଇ ତାଙ୍କର ଚିକିତ୍ସା କରିବେ । ଏଥିପାଇଁ  ସହାୟତାର ହାତ ବଢାଇଛନ୍ତି ଅର୍ଦ୍ଧେନ୍ଦୁ ଦାସ । ପିଣ୍ଟୁଙ୍କ ଘରକୁ ଯାଇ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା କରିଛନ୍ତି ଅର୍ଦ୍ଧେନ୍ଦୁ । ଏଥିପାଇଁ ବହୁତ କଳାକାରମାନେ ଆର୍ଥିକ ସହାୟତା ପାଇଁ  ନିଜ ହାତ ବଢାଇଛନ୍ତି । ଏଥିପାଇଁ ଅର୍ଦ୍ଧେନ୍ଦୁଙ୍କ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ । ଦିଲ୍ଲୀର ଆଇଏଲଭିଏସ ହସ୍ପିଟାଲରେ … Continue reading ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଅର୍ଦ୍ଧେନ୍ଦୁ ଦେଲେ ୧୦ ଲକ୍ଷ