ନିଖୋଜ ପିହୁର ମା’ଙ୍କୁ ଉଠାଇ ନେଲା ପୁଲିସ

ଢେଙ୍କାନାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତପାଇଁ ସମ୍ବଲପୁର ଯାଉଥିବା ବେଳେ ନିଖୋଜ ଶିଶୁ ପିହୁର ମା’ଙ୍କୁ ଉଠାଇ ନେଇଛି ପୁଲିସ। କାରରେ ଯାଉଥିବା ବେଳେ ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଉ଼ଠାଇ ଆଣି ଅଟକ ରଖିଛି। ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡିରେ ତାଙ୍କୁ ୫ ଘଣ୍ଟା ହେଲା ଅଟକ ରଖାଯାଇଛି। ୨୦୨୦ ଅଗଷ୍ଟ ୯ ତାରିଖରେ ଯାଜପୁର ବିଞ୍ଝାରପୁର ମଧୁସୂଦନପୁର ଗାଁରୁ ପିହୁ ନିଖୋଜ ହୋଇଯାଇଥିଲା। ନିଖୋଜ ପିହୁର ସନ୍ଧାନ ଦାବିରେ ମା’ ମୋନାଲିସା … Continue reading ନିଖୋଜ ପିହୁର ମା’ଙ୍କୁ ଉଠାଇ ନେଲା ପୁଲିସ