29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ

ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ

ଭୁବନେଶ୍ୱର : ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ । ଇନଷ୍ଟାଗ୍ରାମରେ ଇଣ୍ଡିଆନ ଟେମ୍ପୁଲ ନାମକ ଏକ ଆଇଡ଼ିରେ ଏହି ଶ୍ରୀମନ୍ଦିର ଫଟୋ ଛଡାଯାଇଛି । ଦକ୍ଷିଣ ଦ୍ୱାର ଗୁମୁଟ ନିକଟରୁ ଏହି ଫଟୋ ନିଆଯାଇଛି । ତେବେ କିଭଳି ଏହି ଫଟୋ ଉଠାଗଲା ଓ କେଉଁ ବ୍ୟକ୍ତି ଉଠାଇଛନ୍ତି ସେ ନେଇ ସବିଶେଷ ତଥ୍ୟ ଜଣାପଡିନି । ପୂର୍ବରୁ ଅତୀତରେ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏତେ କଟକଣା ସତ୍ୱେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଗଲା କିପରି ।  ସୁରକ୍ଷା ଦୃଷ୍ଟି କୋଣରୁ ମୋବାଇଲ ନେବା ନିଷିଦ୍ଧ କରାଯାଇଛି ।  ବାରମ୍ବାର ଫଟୋ ଭାଇରାଲ ହେଉଥିବାରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking