26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପେଟ୍ରୋଲ ପମ୍ପ ସିଲ୍‌

ପେଟ୍ରୋଲ ପମ୍ପ ସିଲ୍‌

ଭୁବନେଶ୍ୱର: ବରମୁଣ୍ଡାରେ ଏକ ପେଟ୍ରୋଲ ପମ୍ପ ସିଲ କରିଛି ପୋଲିସ । ଅପମିଶ୍ରଣ ଅଭିଯୋଗରେ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ପାଟିତୁଣ୍ଡ ପରେ ସିଲ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ଏକାଧିକ ଗ୍ରାହକ ଅଭିଯୋଗ ସହ ପାଟିତୁଣ୍ଡ କରିଥିଲେ । ଗତକାଲି ସନ୍ଧ୍ୟାରେ କିଛି ଗ୍ରାହକ ଏ ନେଇ ଅଭିଯୋଗ କରିଥିଲେ । 

ପେଟ୍ରୋଲ ପକାଇବା ପରେ ଗାଡିରେ ପେଟ୍ରୋଲ ରହିନଥିଲା । ଏମିତି ହେବା ପରେ କିଛି ଗ୍ରାହକ ସେଠାରେ ଏକାଠି ହୋଇ ପାଟିତୁଣ୍ଡ କରି ଏନେଇ ଅଭିଯୋଗ ଆଣିଥିଲେ । ପରେ ପୋଲିସ ଏହି ଘଟଣା ସଂପର୍କରେ ଖବର ପାଇଁ ପେଟ୍ରୋଲ ପମ୍ପରେ ପହଂଚି ଆଜିୁ ତାକୁ ସିଲ୍ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking