ରାଜ୍ୟର ସମସ୍ତ ସରକାରୀ ବିଭାଗରୁ ପେଟ୍ରୋଲ, ଡିଜେଲ ଗାଡ଼ି ହଟିଯିବ: ଲାଗୁହେବ ବିଦ୍ୟୁତଚାଳିତ ଯାନ
ଭୁବନେଶ୍ୱର: ଏଣିକି ରାଜ୍ୟର ସରକାରୀ ବିଭାଗରୁ ପେଟ୍ରୋଲ ଓ ଡିଜେଲ ଚାଳିତ କାର ହଟିଯିବ । ଉକ୍ତ ସ୍ଥାନରେ ବିଦ୍ୟୁତ ଚାଳିତ ଯାନର ବ୍ୟବହାର କରାଯିବ । ସମସ୍ତ ମନ୍ତ୍ରୀ, ଅଧିକାରୀମାନେ ବିଦ୍ୟୁତଚାଳିତ ଯାନ (ଇଭି) ବ୍ୟବହାର କରିବା ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଦ୍ୟୁତ ଚାଳିତ ଯାନ ବ୍ୟବହାର ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଇଭି ନୀତି ପ୍ରଣୟନ କରିଛନ୍ତି । ତେବେ ଇଭି ବ୍ୟବହାର ପୂର୍ବରୁ ତା’ର ଭଡ଼ା ନିର୍ଦ୍ଧାରଣ ପାଇଁ … Continue reading ରାଜ୍ୟର ସମସ୍ତ ସରକାରୀ ବିଭାଗରୁ ପେଟ୍ରୋଲ, ଡିଜେଲ ଗାଡ଼ି ହଟିଯିବ: ଲାଗୁହେବ ବିଦ୍ୟୁତଚାଳିତ ଯାନ
Copy and paste this URL into your WordPress site to embed
Copy and paste this code into your site to embed