37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଥମୁନି ତୈଳ ଦର ବୃଦ୍ଧି

ଥମୁନି ତୈଳ ଦର ବୃଦ୍ଧି

ଭୁବନେଶ୍ୱର : କରୋନା ସଙ୍କଟ ମଧ୍ୟରେ ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ/ଡିଜେଲ ମୂଲ୍ୟ। ଲଗାତାର ୧୨ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୫୩ପଇସା ଓ ଡିଜେଲ ୬୪ପଇସାକୁ ବୃଦ୍ଧି ପାଇଛି । ୧୨ ଦିନରେ ପେଟ୍ରୋଲ ୬.୫୫ ଓ ଡିଜେଲ ୭ଟଙ୍କା ୦୪ପଇସା ବଢ଼ିଲା । ତେବେ ଚୀନ ସମେତ କେତେକ ଦେଶରେ ଲକଡାଉନ୍ ନିୟମ କୋହଳ ହେବା କାରଣରୁ ତେଲ ଚାହିଦା ବଢି ଯାଇଛି । ଏଥିଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ବଢ଼ିବାରେ ଲାଗିଛି।
https://onakhabar.com/2020/06/15/petrol-diesel-price/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking