37.1 C
Bhubaneswar
Friday, May 20, 2022
Homeଦେଶ ବିଦେଶତୃତୀୟ ଦିନରେ ରେକର୍ଡ ସ୍ତରରେ ପେଟ୍ରୋଲ ଏବଂ ଡିଜେଲ୍ ଦର

ତୃତୀୟ ଦିନରେ ରେକର୍ଡ ସ୍ତରରେ ପେଟ୍ରୋଲ ଏବଂ ଡିଜେଲ୍ ଦର

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଦିନ ଦର ବୃଦ୍ଧି ସହ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚଛି। ଆଜି ପେଟ୍ରୋଲ ଏବଂ ଡିଜେଲର ଦର ୩୫-୩୫ ପଇସା ବୃଦ୍ଧି କରାଯାଇଛି। ଏହା ପରେ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ୧୦୫.୪୯ ଏବଂ ମୁମ୍ବାଇରେ ୧୧୧.୪୩ ଟଙ୍କାରେ ପହଞ୍ଚିଛି ।

ଦେଶର ଅଧିକାଂଶ ଅଞ୍ଚଳରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୦ ରୁ ଅଧିକ ଥିବାବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ ଏବଂ ବିହାର ସମେତ ଏକ ଡଜନରେ ଡିଜେଲ ଦର ୧୦୦ ଅତିକ୍ରମ କରାଯାଇଛି । ସ୍ଥାନୀୟ ଟିକସ ଏବଂ ମାଲଭଡା ଅନୁସାରେ ବିଭିନ୍ନ ରାଜ୍ୟ ମଧ୍ୟରେ ତୈଳ ଦର ଭିନ୍ନ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking