33.1 C
Bhubaneswar
Wednesday, April 24, 2024
Homeଓଡିଶାପାତ୍ରପୁର ବିଡିଓ ଅଟକ

ପାତ୍ରପୁର ବିଡିଓ ଅଟକ

ବ୍ରହ୍ମପୁର: ପାତ୍ରପୁର ବିଡିଓ କିଛି ଲୋକଙ୍କ ଦ୍ୱାରା ଅଟକ ରହିଛନ୍ତି । ବିଡିଓ ପ୍ରକାଶ ଦାଶ ତୁମ୍ବାକୁ ଯାଇଥିବା ବେଳେ ଅଟକ ରହିଛନ୍ତି । ଭୋଟର ଲିଷ୍ଟରେ ନାଁ ନଥିବାରୁ ବିଡିଓଙ୍କୁ ଦାୟୀ କରି ଅଟକ ରଖିଛନ୍ତି । ଲିଷ୍ଟରେ ନାଁ ନଥିବାରୁ ତୁମ୍ବାର କିଛି ଲୋକ ଭୋଟ ଦେଇପାରିନଥିଲେ । ୩ୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଇପାରିନଥିଲେ । ବିଡିଓଙ୍କୁ ଅଟକ ନେଇ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking