31.1 C
Bhubaneswar
Friday, March 29, 2024
Homeଓଡିଶାପାରିବାରିକ କଳହର କରୁଣ ପରିଣତି

ପାରିବାରିକ କଳହର କରୁଣ ପରିଣତି

ପାଟଣା:କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖଜିରାପାଟ ପଞ୍ଚାୟତ ପଡିଆପଶି ଗ୍ରାମରେ ଶ୍ବଶୁର ଘରେ ରହୁଥିବା ଜ୍ୱାଇଁ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ମୃତ ଜ୍ୱାଇଁ ହେଲେ ପାଟଣା ଥାନା ଅନ୍ତର୍ଗତ ଅସ୍ତଯୋଡି ଗ୍ରାମର ନିରଞ୍ଜନ ନାଏକ। କୌଣସି କାରଣରୁ ତାଙ୍କ ସ୍ତ୍ରୀ ସହିତ ଝଗଡା ହେବା ପରେ ସେ ଶ୍ବଶୁର ଘର ସମ୍ମୁଖରେ ଥିବା ଏକ ଗମ୍ଭାରୀ ଗଛରେ ବେକରେ ଫାଶୀଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ଥାନା ଏସ ,ଆଇ ସୁଶାନ୍ତ ମଣୀ ମହାନ୍ତି ଓ ଏ, ଏସ, ଆଇ ଭରତ ନାଏକ ପହଞ୍ଚି ଶବ ଜବଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking