33.1 C
Bhubaneswar
Thursday, April 25, 2024
Homeଓଡିଶାଗତକାଲି ରାତିରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ଆସିଲା ତଥ୍ୟ

ଗତକାଲି ରାତିରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ଆସିଲା ତଥ୍ୟ

ଭୁବନେଶ୍ୱର: ଗତକାଲି ରାତିରେ ଚିହ୍ନଟ ହୋଇଥିବା ୪୯ ଓ ୫୦ ନମ୍ବର କରୋନା ରୋଗୀଙ୍କ ତଥ୍ୟ ଆଜି ପ୍ରକାଶ ପାଇଛି । ସେଥିମଧ୍ୟରୁ ଜଣେ ୩୫ ବର୍ଷୀୟ ମହିଳା ଏବଂ ୨୩ ବର୍ଷୀୟ ପୁରୁଷ ରହିଥିବା ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ପ୍ରଦାନ କରିଛନ୍ତି । ଯିଏକି ୟୁନିଟ ୪, ମଧୂସୁଦନ ନଗର ରୁ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ସଂପର୍କୀୟ ବୋଲି ଜଣାପଡିଛି ।
https://onakhabar.com/2020/04/11/mo-bus-supplied-essential-commodity-in-bbsr/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking