27.1 C
Bhubaneswar
Thursday, April 25, 2024
Homeଓଡିଶାପଶ୍ଚିମ ଓଡିଶା ବିକାଶ ପରିଷଦ ର କାର୍ଯ୍ୟ ନିର୍ବାହି ଅଧିକାରୀ ପ୍ରେମ ଚାନ୍ଦ ଚୌଧୁରୀ ଓ...

ପଶ୍ଚିମ ଓଡିଶା ବିକାଶ ପରିଷଦ ର କାର୍ଯ୍ୟ ନିର୍ବାହି ଅଧିକାରୀ ପ୍ରେମ ଚାନ୍ଦ ଚୌଧୁରୀ ଓ ସୁବର୍ଣ୍ଣ ପୁର ଜିଲ୍ଲାପାଳ ଶ୍ରୀମତୀ ନରୱଣେଙ୍କର ପାତଳୀ ଶ୍ରୀକ୍ଷେତ୍ର ପରିଦର୍ଶନ

ସୁବର୍ଣପୁର : ଜିଲ୍ଲାର ଜଗନ୍ନାଥ ସଂସ୍କୃତି ର ପୀଠ କୋଟସମଲାଇକୁ
ଦର୍ଶନ କରି ସେଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ର ଅଗ୍ରଗତି ସଂବନ୍ଧରେ ପଚାରି ବୁଝିଥିବା ବେଳେ ବହୁ ପ୍ରତିକ୍ଷିତ ରୋଫୱେ କାର୍ଯ୍ୟ ବହୁଶିଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ।ସେହିପରି ଟ୍ରଷ୍ଟ ର ସମସ୍ତ ସଦସ୍ୟଙ୍କ ଠାରୁ ବିଭିନ୍ନ ବିଷୟରେ ବୁଝିବା ସହ ସମସ୍ତ କାମକୁ ତ୍ୱରାନ୍ୱିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଲୋଚନା ବେଳେ ଟ୍ରଷ୍ଟର ଉତ୍ତର କୁମାର ପାତ୍ର, ଘୁଣ୍ଡୁ ଗୋପାଳ ପାଢ଼ୀ ,ଜାନକୀରାମ ଦେହେରୀ,ମହାଦେବ ସାହୁ, ଜଗଦୀଶ କର୍ଣ, ନଳିନୀ କାନ୍ତ ବାଘ ପ୍ରମୁଖ ଉପସ୍ଥିତ ଥିଲେ।

ସୁବର୍ଣପୁର ଜିଲ୍ଲାର ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking