34.1 C
Bhubaneswar
Thursday, March 20, 2025
Homeଓଡିଶାଗଛରେ ପିଟି ହେଲା ଯାତ୍ରୀବାହୀ ବସ

ଗଛରେ ପିଟି ହେଲା ଯାତ୍ରୀବାହୀ ବସ

ଖୋର୍ଦ୍ଦା: ଗଛରେ ପିଟି ହୋଇଛି ଯାତ୍ରୀବାହୀ ବସ । ଦୁର୍ଘଟଣାରେ ୧୦ ଆହତ ଥିବାବେଳେ ୫ ଜଣ ଗୁରୁତର ଅଛନ୍ତି । ଦୁର୍ଘଟଣାଟି ଏନଏଚ ୫୭ ବୋଲଗଡ ଗୋପବନ୍ଧୁ ଛକ ନିକଟରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ପହଞ୍ଚି ଘଟଣାରେ ତଦନ୍ତ କରୁଛି । ଆହତ ଓ ଗୁରୁତର ମାନଙ୍କୁ ମେଡିକାଲ ନେବା ପାଇଁ ବ୍ୟବସ୍ଥା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking