26.7 C
Bhubaneswar
Friday, April 19, 2024
Homeଓଡିଶାପାସ ବଣ୍ଟନ ବାତିଲ : ସୁଧାଂଶୁ ଷଡ଼ଙ୍ଗୀ

ପାସ ବଣ୍ଟନ ବାତିଲ : ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର : ପାସ ପାଇଁ ଭିଡ ହେବାରୁ ସ୍ୱତନ୍ତ୍ର ପାସ ବ୍ୟବସ୍ଥାକୁ ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ବାତିଲ କରିଛନ୍ତି । । ସାମାଜିକ ଦୂରତା ଓ ଭିଡକୁ ନ ଆସିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଗାଡି ପାସ୍ ପାଇଁ ଥାନାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହାପରେ ପୁଲିସ କମିଶନର ଏହି ପାସ ବ୍ୟବସ୍ଥାକୁ ବାତିଲ କରିଥିଲେ । ଜରୁରୀକାଳୀନ ସେବାରେ ଏବେ ଲୋକଙ୍କୁ ପାସ ଦିଆଯିବନି ବୋଲି ସେ କହିଛନ୍ତି । ଚଳପ୍ରଚଳ ବେଳେ ପରିଚୟ ପତ୍ର ବ୍ୟବହାର କରନ୍ତୁ । ଏକ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି , କାଲି ସୁଦ୍ଧା ଏହି ପ୍ଲାଟଫର୍ମ ପ୍ରସ୍ତୁତ ହୋଇଯିବା ସହ ଲୋକ ଭିଡ ନ ଜମାଇ ଏହି ପ୍ଲାଟଫର୍ମରୁ ସୁବିଧା ପାଇପାରିବେ ବୋଲି କମିଶନର କହିଛନ୍ତି ।
https://onakhabar.com/2020/03/24/state-declared-luck-down/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking