34.1 C
Bhubaneswar
Friday, March 29, 2024
Homeଅପରାଧବାପ-ମାଆ, ପୁଅ ବିଷ ପିଇଲେ

ବାପ-ମାଆ, ପୁଅ ବିଷ ପିଇଲେ

ସମ୍ବଲପୁର: ଦିନକୁ ଦିନ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । କେବେ ପାରିବାରିକ କଳହ ହତ୍ୟା , ଆତ୍ମହତ୍ୟାର ରୂପ ନେଇଥାଏ ତ କେବେ ପୂର୍ବ ଶତ୍ରୁତା ଏବଂ ଗୋଷ୍ଠୀ ସଂଘର୍ଷକୁ ନେଇ ହତ୍ୟା ହୋଇଥାଏ । ତେବେ ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଅଞ୍ଚଳର କତରବଗା ଥାନା ଲଏଡା ରୁକୁଡିହି ରେ ହୋଇଥିବା ଜଣାପଡିଛି । ପାରିବାରିକ କଳହକୁ ନେଇ ଗୋଟିଏ ପରିବାରର ୩ଜଣ ସଦସ୍ୟ ବାପ, ମାଆ, ପୁଅ ବିଷ ପିଇଥିବା ଜଣାପଡିଛି । ବିଷ ପିଇ ମା’ର ମୃତ୍ୟୁ ହୋଇଥିବା ବେଳେ ବାପ, ପୁଅ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନନ୍ତର ହୋଇଛନ୍ତି ।
https://onakhabar.com/2020/03/15/newborn-in-london-tests-coronavirus/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking